‘ଭଏଁରାଘୁମର ଜଳପ୍ରପାତ’ର ବିକାଶ ଉଦ୍ୟମ ଆରମ୍ଭ କଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୁହୁଡି ପଞ୍ଚାୟତରେ ଥିବା ଭଏଁରାଘୁମର ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀ କରିବା ନିମନ୍ତେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ କମଳ ଲୋଚନ ମିଶ୍ର ଭଏରା ଘୁମର ଜଳପ୍ରପାତ ନିକଟକୁ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ନେତୃମଣ୍ଡଳୀଙ୍କ ସହ ପାଦରେ ଚାଲି ଚାଲି ପହଞ୍ଚି ଏହାର ମନୋରମ ଦୃଶ୍ୟ ଦେଖି ବିଭୋର ହେବା ସହ ଏଠାରେ ପ୍ରଯ୍ୟଟନ … Continue reading ‘ଭଏଁରାଘୁମର ଜଳପ୍ରପାତ’ର ବିକାଶ ଉଦ୍ୟମ ଆରମ୍ଭ କଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ